Buy books written by Abasara Beuria Available at Bookswagon

Refine your Search

Availability

Shipping Time

Source

Binding

Language

Publication Year

Filter By Category
Abasara Beuria

Abasara Beuriaଅବସର ବେଉରିଆ ରାଜନୀତି ବିଜ୍ଞାନରେ ଏମ୍].ଏ. ଏବଂ କ79;ଛିଦିନ ଅଧ୍ୟାପନା ପରେ ଜଣେ ବ୍ୟାଙ୍କ ଅଫିସରଭାବେ କାର୍ଯ୍ୟ କରି ବିଦେଶ ସେବାରେ ଯୋଗଦାନ କରିଥିଲେ । କୂଟନୀତିଜ୍ଞ ହିସାବରେ ଭାରତର ବହୁ ଗୁରୁତ୍ୱପୂର୍ଣ୍ଣ ଦୂତାବାସରେ ଦକ୍ଷତାର ସହିତ କାର୍ଯ୍ୟ କରିଥିଲେ ଯଥା ଜାପାନ, ମିଆଁମାର, ରୁଷିଆ, ଆମେରିକା, ଶ୍ରୀଲଙ୍କା, ୟୁନାଇଟେଡ୍ ଆରବ ଏମିରେଟ୍]ସ (ୟୁଏଇ) ଏବଂ ମାଡାଗାସ୍]କର । ଏଥି ସହିତ ସେ ବହୁ ଦ୍ୱିପାକ୍ଷିକ ଏବଂ ବହୁରାଷ୍ଟ୍ରୀୟ ସମ୍ମିଳନୀରେ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିଥିଲେ । ଛାତ୍ର ଜୀବନରୁ ହିଁ ତାଙ୍କର ସାହିତ୍ୟ ପ୍ରତି ରୁଚି ଥିଲା ଓ ତାଙ୍କର କ୍ଷୁଦ୍ରଗଳ୍ପ ବହୁ ଜନପ୍ରିୟ ପତ୍ରିକାରେ ପ୍ରକାଶ ପାଇଥିଲା । ରବିବାସରୀୟ ସାହିତ୍ୟ ସଂସଦ ଓ ଯୁବ ଲେଖକ ସମ୍ମିଳନୀ ଗଠନ ଓ ପରିଚାଳନାରେ ତାଙ୍କର ବିଶେଷ ଭୂମିକା ରହିଥିଲା । ଅବସର ଗ୍ରହଣ ପରେ ସେ ବର୍ତ୍ତମାନ ଭୁବନେଶ୍ୱର ନିବାସୀ ଓ ନିୟମିତ ଭାବେ ଇଂରାଜୀ ଓ ଓଡ଼ିଆ ସମ୍ବାଦପତ୍ରରେ ସ୍ତମ୍ଭକାର ହିସାବରେ ସୁପରିଚିତ । ବର୍ତ୍ତମାନ ସୁଦ୍ଧା ତାଙ୍କର ୫ଟି ପୁସ୍ତକ ପ୍ରକାଶିତ । ସେ ବହୁ ସାମାଜିକ ଓ ସାଂସ୍କୃତି ସଂଗଠନ ସହିତ ସଂପୃକ୍ତ । Read More Read Less

1 results found
List viewGrid view
Sort By:
1.
Bibidha
Publisher: Black Eagle Books
No Review Yet
AED82
Binding:
Paperback
Release:
07 Oct 2023
Language:
Oriya
International Edition
Ships within 12-14 Days Explain..
No more records found