Buy books written by Atanu Sabyasachi Available at Bookswagon

Refine your Search

Availability

Shipping Time

Source

Binding

Language

Publication Year

Filter By Category
Atanu Sabyasachi

Atanu Sabyasachiକବିତା କହିଲେ କିଛି ଆବେଗର ସ୍ୱତଃସ୍ଫୂର୍ତ୍ତ ଉଚ#2893;ଚାରଣ ହିଁ ତ! କିଛି ଭାବନାତ୍ମକ କ୍ରିୟା-ପ୍ରତିକ୍ରିୟାକୁ ଶବ୍ଦର ପ୍ରଲେପ ଦେଇ ଅଭିବ୍ୟକ୍ତ କରିବାଠୁ ଆଉ ବଡ଼ ସାହସ କ'ଣ ଅବା ହୋଇପାରେ! ସତରେ ନିଜ ଅନ୍ତରର ଉଛୁଳାପଣକୁ ଭାବାନୁସାରୀ ଶବ୍ଦସଂଗ୍ରହ ପରେ ଅଭିବ୍ୟଞ୍ଜିତ କରିବା ଆଦୌ ସହଜ ନୁହେଁ । କବିଟେ ସର୍ବଦା ନିଜ ହୃଦୟକୁ ଅନ୍ୟ ନିକଟରେ ଉନ୍ମୁକ୍ତ କରିଦେବାକୁ ଚାହେଁ । ଏକପାଶ୍ୱର୍ରେ ତା' ଅଭିମାନ ତା' ଆବେଗିକ ଉନ୍ମୁକ୍ତିର ଦ୍ୱାର ରୁଦ୍ଧ କରୁଥାଏ ଅନ୍ୟପ।।୍]ର୍ବରେ ତା' ସମାଜପ୍ରେମ ନିଜକୁ ବ୍ୟକ୍ତ କରିବାକୁ ତାକୁ ପ୍ରୋତ୍ସାହିତ କରୁଥାଏ । ଅତନୁ ସବ୍ୟସାଚୀ ନାୟକ ଓଡ଼ିଶାର ରାଜନୀତିକ ପ୍ରେକ୍ଷାପଟ୍ଟର ଜଣେ ତୁଙ୍ଗ ରାଜନେତା । ରାଜନୀତି ଏବଂ ସାହିତ୍ୟର ଦ୍ୱିବିଧ ତୀର ସନ୍ଧାନରେ ନିଜର ସବ୍ୟସାଚୀତ୍ୱକୁ ସିଦ୍ଧ କରିଥିବା ଜଣେ ଅମାୟିକ ଲେଖକ । ଓଡ଼ିଶା ରାଜନୀତିରେ ପ୍ରବେଶ ପୂର୍ବରୁ ବିଭିନ୍ନ ଖବରକାଗଜରେ ପ୍ରକାଶିତ ତାଙ୍କର ଅସଂଖ୍ୟ ସ୍ତମ୍ଭ ତାଙ୍କୁ ଜଣେ ବିଶିଷ୍ଟ ସ୍ତମ୍ଭକାରର ମାନ୍ୟତା ଦେଇସାରିଥିଲା । 'ସବ୍ୟସାଚୀର ଶବ୍ଦ' ଅତନୁ ସବ୍ୟସାଚୀଙ୍କ ଆବେଗ ଓ ଭାବନାର ଏକ ଅଭିନବ କାବ୍ୟିକ ସାରସ୍ୱତ ରୂପ । 'ସବ୍ୟସାଚୀର ଶବ୍ଦ' ଶ୍ରୀ ନାୟକଙ୍କ ଭାବଜଗତରୁ ଉତ୍ସାରିତ ଆବେଗପୂର୍ଣ୍ଣ ଶବ୍ଦର ସମ୍ଭାର । ଅକପଟ-ସରଳ ଶବ୍ଦବିନ୍ୟାସ ମଧ୍ୟଦେଇ ଜଣେ ଭାବପ୍ରବଣ ମଣିଷର ହୃଦୟାବେଗ କିପରି ସୁନ୍ଦର ଭାବରେ ଅଭିବ୍ୟକ୍ତ ହୋଇଛି ତାହାହିଁ 'ସବ୍ୟସାଚୀର ଶବ୍ଦ'ର ଅନ୍ତଃସ୍ୱର । 'ଭାବପ୍ରବଣତା' ଜଣେ ସାହିତ୍ୟିକର ମୁଖ୍ୟ ଉଦ୍ଦୀପନ ବିଭାବ । ଏହାର ଅଭାବରେ ଲେଖିବା ସମ୍ଭବ ନୁହେଁ । ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଯେ ଜଣେ ଆବେଗପ୍ରବଣ କବି ତାହା ତାଙ୍କର କବିତାଗୁଡ଼ିକରୁ ସ୍ପଷ୍ଟ ଜଣାପଡ଼େ । Read More Read Less

1 results found
List viewGrid view
Sort By:
1.
Mo Jibana
Publisher: Black Eagle Books
No Review Yet
AED191
Binding:
Paperback
Release:
28 Jul 2024
Language:
Oriya
International Edition
Ships within 20-22 Days Explain..
Free Shipping in UAE.
No more records found