Buy books written by Baishnab Charan Das Available at Bookswagon

Refine your Search

Availability

Shipping Time

Source

Binding

Language

Publication Year

Filter By Category
Baishnab Charan Das

Baishnab Charan Dasବୈଷ୍ଣବ ଚରଣ ଦାସ (୧୦ ସେପ୍ଟେମ୍ବର ୧୮୯୯- ୯ ନଭେମ୍60;ର ୧୯୫୮): ସେ ଭଦ୍ରକ ସହରର ବାଙ୍କସାହିରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ପ୍ୟାରୀମୋହନ ପଟ୍ଟନାୟକ ଓ ମାତାଙ୍କ ନାମ ଶାରଦା ଦେବୀ । ତାଙ୍କୁ ସାନବାପା ଗୌରମୋହନ ପୋଷ୍ୟପୁତ୍ର କରିନେଇଥିଲେ । ସେ ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷା ଓ ସାହିତ୍ୟରେ ଏମ୍].ଏ. ଡିଗ୍ରୀ ହାସଲ କରିଥିଲେ । ବୈଷ୍ଣବ ଚରଣ ବିହାର-ଓଡ଼ିଶା ରାଜ୍ୟର ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ୍ ଭାବରେ କଟକରେ ଯୋଗଦେଇଥିଲେ । ପରେ ପଦୋନ୍ନତି ଲାଭ କରି ଆଇ.ଜି. ଦାୟିତ୍ୱ ଗ୍ରହଣ କରିଥିଲେ । ଏ କ୍ଷେତ୍ରରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । ପିଲାଦିନରୁ ସଂଗୀତ ପ୍ରତି ତାଙ୍କର ରୁଚି ଥିଲା । ଉତ୍କଳ ନୃତ୍ୟ ସଂଗୀତକଳା, କଳାବିକାଶ କେନ୍ଦ୍ର, ଆକାଶବାଣୀ, କଟକ ଆଦି ଅନୁଷ୍ଠାନ ସହ ସଂପୃକ୍ତ ଥିଲେ । ଆକାଶବାଣୀ 'ଅଡିସନ୍ ବୋର୍ଡ'ର ସଦସ୍ୟ, 'କଳାବିକାଶ କେନ୍ଦ୍ର'ର ପ୍ରତିଷ୍ଠାତା ସଦସ୍ୟ, 'ରେଭେନ୍]ଶା କଲେଜ'ର ପରିଚାଳନା ସମିତିର ସଦସ୍ୟ ଭାବେ ସେ କାର୍ଯ୍ୟ କରିଥିଲେ । ୧୯୧୯ ସେପ୍ଟେମ୍ବର ମାସର 'ଉତ୍କଳ ସାହିତ୍ୟ' ପତ୍ରିକାରେ ତାଙ୍କର 'ଆଜି' କବିତା ପ୍ରକାଶ ପାଇଥିଲା । ମୁକୁର, ବାରୁଣୀ, ଡଗର, ଉତ୍କଳ ସାହିତ୍ୟ ଆଦି ପତ୍ରପତ୍ରିକା ତାଙ୍କର ଗଳ୍ପ କବିତାର ପ୍ରକାଶ କ୍ଷେତ୍ର । 'ସବୁଜ ଗୋଷ୍ଠୀ'ଙ୍କ ଉଦ୍ୟମରେ ଓଡ଼ିଆରେ ଲେଖାଯାଇଥିବା ବାରୋୟାରୀ ଉପନ୍ୟାସ 'ବାସନ୍ତୀ'ର ୯ ଜଣ ଲେଖକଲେଖିକାଙ୍କ ମଧ୍ୟରେ ସେ ଶେଷ ଅଧ୍ୟାୟର ସ୍ରଷ୍ଟା । Read More Read Less

1 results found
List viewGrid view
Sort By:
1.
Mane Mane (ମନେ ମନେ)
Publisher: Black Eagle Books
No Review Yet
AED168
Binding:
Paperback
Release:
12 Jul 2023
Language:
Oriya
International Edition
Ships within 20-22 Days Explain..
Free Shipping in UAE.
No more records found