Books written by Bibhutibhushan Bandopadhyaya Bookswagon UAE

Refine your Search

Availability

Shipping Time

Source

Binding

Language

Publication Year

Filter By Category
Bibhutibhushan Bandopadhyaya

Bibhutibhushan Bandopadhyaya୧୮୯୪ ମସିହା ସେପ୍ଟେମ୍ବର ମାସରେ କାଞ୍ଚଡ଼ାପଡ଼ା ହ#2878;ଲି ସହରର ନିକଟବର୍ତ୍ତୀ ମୁରାତିପୁର ଗ୍ରାମରେ ନିଜ ମାମୁ ଘରେ ଏହି ମହାନ୍ ଲେଖକଙ୍କର ଆବିର୍ଭାବ ହୋଇଥିଲା । ମାଆ ଥିଲେ ମୃଣାଳିନୀ ଦେବୀ, ଆଉ ଜନ୍ମଦାତା ମହାନନ୍ଦ ବନ୍ଦୋପାଧ୍ୟାୟ । ପାଞ୍ଚ ବର୍ଷ ବୟସରେ ଗ୍ରାମ୍ୟ ଚାଟଶାଳୀରେ ପ୍ରବେଶ କରିଥିଲେ ବିଭୂତି ଭୂଷଣ । ମାତ୍ର ସେ ଥିଲେ ସର୍ବଦା ଭ୍ରମଣପ୍ରିୟ । ପାଲା ଗାୟକ ତାଙ୍କ ପିତାଙ୍କ ସହିତ ସେଥିପାଇଁ ନାନା ସ୍ଥାନ ଘୂରି ବୁଲିବାରେ ସେ ଅନୁଭବ କରୁଥିଲେ ଅତୁଳନୀୟ ଆନନ୍ଦ । ଇଚ୍ଛାମତୀ ନଦୀକୂଳ ଥିଲା ତାଙ୍କର ଅତିପ୍ରିୟ । ପରବର୍ତ୍ତୀ ସମୟରେ କଲିକତା ରିପନ କଲେଜ୍], ଯାହା ସଂପ୍ରତି ସୁରେନ୍ଦ୍ରନାଥ କଲେଜ ନାମରେ ନାମିତ, ସେଥିରେ ଅଧ୍ୟୟନ କରୁଥିଲେ ଲେଖକ । ସେହି ସମୟରେ ହିଁ କଲେଜ ମାଗାଜିନ୍]ରେ ତାଙ୍କର ପ୍ରଥମ କବିତା ଓ ପ୍ରବନ୍ଧ ପ୍ରକାଶିତ ହୋଇଥିଲା । ସେହି କଲେଜ ଜୀବନରେ ରବୀନ୍ଦ୍ରନାଥଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ । ରବୀନ୍ଦ୍ରଙ୍କ ପାଦଧୂଳିରେ ବିଭୂତିଙ୍କ ମସ୍ତକ ହୋଇଥିଲା ଆଶିଷ-ଆର୍ଦ୍ର । ପରେ ଆରମ୍ଭ ହୁଏ ତାଙ୍କର ଶିକ୍ଷକତା । ଲେଖାହୁଏ ଗୋଟିକ ପରେ ଗୋଟିଏ ଗଳ୍ପ ଓ ଉପନ୍ୟାସ । ଜୀବନର ଦୁଃଖାନୁଭୂତି ବ୍ୟକ୍ତ କରିବାରେ ସେ ଲାଭ କରୁଥିଲେ ପୂର୍ଣ୍ଣତା । ଗୋଟିଏ ପାଖରେ ଶିକ୍ଷକ ଜୀବନ, ଅପର ପାଶ୍ୱର୍ରେ ସାହିତ୍ୟ ସ୍ରଷ୍ଟାର ସାଧନା । ତାଙ୍କ ବିରଳ ଅବଦାନରେ ସମୃଦ୍ଧ ହୋଇ ଉଠିଥିଲା ବଙ୍ଗଳା ସାହିତ୍ୟ । 'ଅପରାଜିତ', 'ଆରଣ୍ୟକ', 'ଆଦର୍ଶ ହିନ୍ଦୁ ହୋଟେଲ', 'ଅନୁବର୍ତ୍ତନ' ଆଦି ଉପନ୍ୟାସ ତାଙ୍କ ଶିଳ୍ପୀ ଜୀବନର ଏକ ପ୍ରଜ୍ଜ୍ୱଳିତ ଦୀପଶିଖା । ସେ ମଧ୍ୟ ସବୁପ୍ରକାର ଗଳ୍ପ ରଚନା କରିଛନ୍ତି । ଏହାରି ମଧ୍ୟରେ ବିତିଯାଇଛି ତାଙ୍କର ବୈବାହିକ ଜୀବନ ପ୍ରଥମ ଓ ଦ୍ୱିତୀୟବାର ବିବାହ ବନ୍ଧନରେ ଛନ୍ଦି ହୋଇ । ନିଜ ଏହି ବିବାହିତ ବାତାବରଣ ମଧ୍ୟରେ କାହାକୁ ଜୀବନ-ସଙ୍ଗିନୀ କରିନପାରି ସେ ପୁନଶ୍ଚ ଆକୃଷ୍ଟ ହୋଇଛନ୍ତି ଅନ୍ୟ ମାନବୀ-ସତ୍ତା ପ୍ରତି । Read More Read Less

1 results found
List viewGrid view
Sort By:
1.
Debajana
Publisher: Black Eagle Books
No Review Yet
AED96
Binding:
Paperback
Release:
27 Jan 2024
Language:
Oriya
International Edition
Ships within 14-16 Days Explain..
No more records found