Books written by Bijayalaxmi Mohanty Pattnaik Bookswagon UAE

Refine your Search

Availability

Shipping Time

Source

Binding

Language

Publication Year

Filter By Category
Bijayalaxmi Mohanty Pattnaik

Bijayalaxmi Mohanty Pattnaikସମସାମୟିକ ସାହିତ୍ୟ ଜଗତରେ ଏକ ବଳିଷ୍ଠ ସ୍ବର ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ । ଭାଷା- ଭାବ-ଶୈଳୀର ସାରଲ୍ୟ ତାଙ୍କ ଲେଖାର ଅନ୍ତଃସ୍ବର । ବହୁ ଜୀବନ ଯନ୍ତ୍ରଣା ଅତିକ୍ରମ କରି ସେ ଜଣେ ସଫଳ ସାହିତ୍ୟ ସ୍ରଷ୍ଟା ଭାବରେ ଆଦୃତ ଓ ସ୍ବୀକୃତ । ୫ଟି ଅନୁବାଦ(ହିନ୍ଦୀ, ବଙ୍ଗଳା, ଇଂରାଜୀରୁ), ୪ଟି କବିତା ପୁସ୍ତକ, ୪ଟି ପ୍ରବନ୍ଧ ପୁସ୍ତକ, ୩ଟି ସଂକଳନ ଏବଂ ଗୋଟିଏ ଜୀବନୀ ପୁସ୍ତକର ସାରସ୍ବତ ସ୍ରଷ୍ଟା ସେ । ସନାତନୀ ପତ୍ରିକାର ସମ୍ପାଦିକା ଅଛନ୍ତି । ମୂଲ୍ୟବୋଧ ଏବଂ ଆଧ୍ୟାତ୍ମିକତା ତାଙ୍କ ସାହିତ୍ୟର ମଞ୍ଜ । ଗୁଜୁରାଟୀ ଭାଷାରୁ ଅନୁଦିତ ହୀନା ମୋଦୀଙ୍କର ଶରଶଯ୍ୟା ଏକ ଅତ୍ୟନ୍ତ ସମ୍ବେଦନଶୀଳ କଣ୍ଟକିତ ଶଯ୍ୟାର କାହାଣୀ, ଯାହା ହୃଦୟକୁ ସ୍ପର୍ଶ କରି ଆଖିକୁ ଓଦା କରିଦେବ ନିଶ୍ଚୟ । ଏହା ବିଜୟଲକ୍ଷ୍ମୀଙ୍କର ଷଷ୍ଠ ଅନୁବାଦ ପୁସ୍ତକ । Read More Read Less

1 results found
List viewGrid view
Sort By:
1.
Sharashajya
Publisher: Black Eagle Books
No Review Yet
AED74
Binding:
Paperback
Release:
25 Apr 2023
Language:
Oriya
International Edition
Ships within 12-14 Days Explain..
No more records found