Buy books written by Pujarani Ghose Available at Bookswagon

Refine your Search

Availability

Shipping Time

Source

Binding

Language

Publication Year

Filter By Category
Pujarani Ghose

Pujarani GhoseAbout The Author: ଡ. ପୂଜାରାଣୀ ଘୋଷ ଯିଏକି ଭଦ୍ରକ ସ୍ୱୟଂଶାସିତ &2862;ହାବିଦ୍ୟାଳୟରୁ ସଂସ୍କୃତ ସ୍ନାତକରେ ପ୍ରଥମ ଶ୍ରେଣୀରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ପାଣ୍ଡିଚେରୀ ବିଶ୍ୱବିଦ୍ୟାଳୟରୁ ସଂସ୍କୃତ ବ୍ୟାକରଣରେ ଏମ.ଏ, ଏମ୍.ଫିଲ୍ ଓ ପିଏଚ୍.ଡି କରି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସେ ବର୍ତ୍ତମାନ ଭଦ୍ରକ ଜିଲ୍ଲାର ଧାମ୍ନଗର ବ୍ଲକ ଅଧିନସ୍ଥ ମୁରଲୀଧର ଉଚ୍ଚ ବିଦ୍ୟାପୀଠରେ ସଂସ୍କୃତ ଶିକ୍ଷୟିତ୍ରୀ ରୂପେ କାର୍ଯ୍ୟରତ। ୨୦୧୮ ମସିହାରେ ତାଙ୍କର ପ୍ରଥମ କବିତା ପୁସ୍ତକ 'ଜୀବନ ପ୍ରାନ୍ତରେ ତୁମେ' ପ୍ରକାଶିତ। ସେହିପରି ୨୦୨୨ ମସିହାରେ ପ୍ରକାଶିତ ଇଂ ନବକିଶୋର ମିଶ୍ରଙ୍କ 'ଆମ ଗୋସମ୍ପଦ' ପୁସ୍ତକଟିକୁ ହିନ୍ଦୀ ଭାଷାରେ 'ହମାରା ଗୋସମ୍ପଦ' ଭାବରେ ଅନୁବାଦ କରିଛନ୍ତି। ଏହାଛଡା ସଂସ୍କୃତ, ହିନ୍ଦୀ ଓ ଇଂରାଜୀ ଭାଷାରେ କବିତା ଲେଖନ୍ତି। ସଂସ୍କୃତ ଭାଷାରେ ଅନୁଚ୍ଛେଦ ଗୁଡିକ ପତ୍ରିକାରେ ପ୍ରକାଶିତ। Read More Read Less

1 results found
List viewGrid view
Sort By:
1.
ମୁଁ ଅନୁଭବୀ (Mun Anubhabi)
No Review Yet
AED120
Binding:
Paperback
Release:
27 Jun 2022
Language:
Oriya
International Edition
Ships within 22-24 Days Explain..
Free Shipping in UAE.
No more records found