Rashmi Dasଡକ୍ଟର ରଶ୍ମି ଦାସ (୧୯୬୭) ଏମ୍].ଏ, ପିଏଚ୍].ଡି. ଓଡ଼ିଆ, ହ79;ନ୍ଦୀ - କୋବିଦ । ସେ ଏକାଧାରରେ ଜଣେ କବି, ପ୍ରାବନ୍ଧିକା, ସମାଲୋଚିକା ଏବଂ ଉପସ୍ଥାପିକା । ଓଡ଼ିଆ ଭାଷା-ସାହିତ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଗବେଷଣା ସମାପ୍ତ ପରେ ତାଙ୍କ ଦ୍ୱାରା ଲିଖିତ Performing Art, Culture in Odisha-Vision, Mission and Contribution of Dr. Satchi Das ଏକ ପାଠକାଦୃତ ଉଚ୍ଚମାନର ଗବେଷଣା ପୁସ୍ତକ । ଏତଦ୍]ବ୍ୟତୀତ ଗୋଦାବରୀଶ, ଗବେଷଣା ପ୍ରତିଷ୍ଠାନ, ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ, ସାରସ୍ୱତ ସାହିତ୍ୟ ଅନୁଷ୍ଠାନ, ଭାଷା ସଂସ୍କୃତି ଅନୁଷ୍ଠାନ ଭଳି ସାରସ୍ୱତ କ୍ଷେତ୍ର ସହିତ ଜଡ଼ିତ ରହି ତତ୍]ସମ୍ବନ୍ଧୀୟ କାର୍ଯ୍ୟ ନିର୍ବାହ କରୁଛନ୍ତି । ଅନେକ ପତ୍ରିକାର ସଂପାଦନା ମଣ୍ଡଳୀରେ ମଧ୍ୟ ସେ କାର୍ଯ୍ୟରତ । ଦୀର୍ଘ ବର୍ଷ ଧରି କାଦମ୍ବିନୀ ପାଲ (ଯାଜପୁର) ତଥା କୀଟ୍ ଯୁକ୍ତ ଦୁଇ ବିଜ୍ଞାନ ଅନୁଷ୍ଠାନରେ ଓଡ଼ିଆ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରି ସଂପ୍ରତି ସେ ଜାଭିୟର୍ସ ଇଣ୍ଟରନ୍ୟାସ୍]ନାଲ୍ ମହାବିଦ୍ୟାଳୟରେ ବରିଷ୍ଠ ଶିକ୍ଷୟିତ୍ରୀ ଭାବେ ଅବସ୍ଥାପିତ । ରଶ୍ମି ଦାସ ଟି.ଭି ଏବଂ ରେଡିଓରେ ଅନେକ ସାଂସ୍କୃତିକ କାର୍ଯ୍ୟ କରି ସୁନାମ ଅର୍ଜନ କରିବା ସହିତ ବହୁ ପ୍ରଶଂସିତ ହୋଇଛନ୍ତି । Read More Read Less
An OTP has been sent to your Registered Email Id:
Resend Verification Code