Books written by Sreekanta Kumar Barik Bookswagon UAE

Refine your Search

Availability

Shipping Time

Source

Binding

Language

Publication Year

Filter By Category
Sreekanta Kumar Barik

Sreekanta Kumar Barikଡକ୍ଟର ଶ୍ରୀକାନ୍ତ କୁମାର ବାରିକ (୧୯୯୦) ସାମ୍ପ୍Ğ;ତିକ ଓଡ଼ିଆ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଜଣେ ପ୍ରତିବଦ୍ଧ ଯୁବସ୍ୱର । ଆଧୁନିକ ଓଡ଼ିଆ ସାହିତ୍ୟ, ପ୍ରାଚ୍ୟ-ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱ ଓ ତୁଳନାତ୍ମକ ସାହିତ୍ୟର ବିମର୍ଶରେ ତାଙ୍କର ମନନଶୀଳ, ସ୍ପଷ୍ଟ ତଥା ସୂକ୍ଷ୍ମ ସମୀକ୍ଷାତ୍ମକ ଦୃଷ୍ଟିଭଙ୍ଗୀ ବାରିହୋଇପଡ଼େ । ସମ୍ପ୍ରତି ସେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅନୁଗୋଳର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟରତ । ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଯୁବ ପ୍ରତିଭା ଭାବେ ସମ୍ମାନିତ ଡ. ବାରିକଙ୍କର 'କାବ୍ୟ ମଞ୍ଚ ସ୍ପନ୍ଦିତ ସମୟ', ରମ୍ୟରଚା (ସଂ.), ଏକବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସୃଷ୍ଟି ଓ ସମ୍ଭାବନା(ସଂ.), କାଳଜୟୀ ଓଡ଼ିଆ କବିତା(ସଂ.) ଆଦି ଗ୍ରନ୍ଥ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି । Read More Read Less

1 results found
List viewGrid view
Sort By:
1.
Sarala Puraskaraprapta Odia Kshudragalpa
Publisher: Black Eagle Books
No Review Yet
AED87
Binding:
Paperback
Release:
24 Nov 2023
Language:
Oriya
International Edition
Ships within 12-14 Days Explain..
No more records found