Suchismita ShatapathyAbout The Author: ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ପିତା ରା4;କିଶୋର ଶତପଥୀ ଓ ମାତା କନକଲତା ଶତପଥୀଙ୍କର କନ୍ୟା ରୂପେ ସୁଚିସ୍ମିତା ଶତପଥୀ କୋଳମଣ୍ଡନ କରିଥିଲେ । ଜଣେ ପାଠିକା ଭାବେ ସାହିତ୍ୟ ପ୍ରତି ଅନୁରାଗ ହିଁ ତାଙ୍କୁ ଲେଖାଲେଖିରେ ଆଗ୍ରହ ସୃଷ୍ଟି କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲା । ଜୀବନ ଜଞ୍ଜାଳ ଓ ସରକାରୀ ଚାକିରୀର ବ୍ୟସ୍ତତା ଭିତରେ ମଧ୍ୟ ଲେଖାଲେଖିକୁ ସେ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି। ଯଦିଓ ପେଷାରେ ସେ ଜଣେ ପ୍ରତିଷ୍ଠିତ ଇଂଜିନିୟର ଭାବେ ବାରିପଦା ସଦର ବ୍ଲକରେ କନିଷ୍ଠ ଯନ୍ତ୍ରୀ ରୂପେ ଅବସ୍ଥାପିତ, ତଥାପି ତାଙ୍କ ନିଶା ହେଉଛି ସାହିତ୍ୟ ସାଧନା । " Read More Read Less
An OTP has been sent to your Registered Email Id:
Resend Verification Code